ଝାରସୁଗୁଡା: ଝାରସୁଗୁଡ଼ା ଗୁଛାପାଲିରେ ଅନୁଷ୍ଠିତ ହେଲା ପବିତ୍ର ଅମାବାସ୍ୟା ବଳିଯାତ୍ରା ମହୋତ୍ସବ
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍ର ଗୁଛାପାଲିଠାରେ ପବିତ୍ର ଅମାବାସ୍ୟା ବଳିଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଯୋଗଦେଇ ସାମାଜିକ ଏକତା ଓ ଭାଇଚାରାର ବାର୍ତ୍ତା ଦେଇଛନ୍ତି।