#ଓଡ଼ିଶାରେ_ବନ୍ଦ_ହେବ_ଆଖୁ_ଚାଷ
ଓଡ଼ିଶା ଆଖୁ ଚାଷ ମହାସଂଘର ମହାମେଳି। ଚିନି ଦରଦାମ ବୃଦ୍ଧି ପାଉଥିବା ବେଳେ ଆଖୁ ଚାଷ ପାଇଁ ଆବଶ୍ୟକତା ଦ୍ରବ୍ୟର ମୂଲ୍ୟ ବଢ଼ିଛି ହେଲେ ଆଖୁ ପାଇଁ ପ୍ରୋତ୍ସାହନ ରାଶି କିମ୍ବା ଟନ ପିଛା ମୂଲ୍ୟ ବଢାଉ ନାହିଁ ଆଇପିଏଲ। ଯାହାକୁ ବିରୋଧ କରି ଓଡ଼ିଶା ସୁଗାରକେନ ଫାର୍ମର ଫେଡେରେସନର ମିଳିତ ମେଳୀ ।
#OdishaSugarcaneFarmer Federation
#OSFF
#SugarFarmingOdisha
#IPlOdisha
#SugarFarmerDemand
#FarmerMinister
#KVSinghdeo
#AustinNews
#OdishaNews
Badachana, Jajpur | Oct 4, 2026