Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ସୁକିନ୍ଦା: କାଳିଆପାଣି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଶାସନର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sukinda, Jajpur | Dec 1, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ପଞ୍ଚାୟତ କାର୍ଯ୍ୟାଳୟରେ ସୁକିନ୍ଦା ବିଡିଓଙ୍କ ଉପସ୍ଥିତିରେ ଆଜି ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ମାତ୍ର ୧୪ ଜଣ ଅଭିଯୋଗ କରିଥିଲେ । ଗତ ଅଗଷ୍ଟ ମାସ ୧୧ ତାରିଖ ଏଠାରେ ଅଭିଯୋଗକାରୀଙ୍କ ସଂଖ୍ୟ‌ା ୩୦ ଥିଲା। ଗତପାଳି ଭଳି ଏଥର ଅଧିକାଂଶ ଭତ୍ତା ଓ ରାସନ ଗୁହାରି କରିଥିଲେ । ସରପଞ୍ଚ ବିକାଶ କୁମାର ପାତ୍ରଙ୍କ ସଂଯୋଜନାରେ ପରିଚାଳିତ ଶିବିରରେ ଏବିଡିଓ ରଞ୍ଜନ କୁମାର ବେହେରା, ଯୋଗାଣ ଅଧିକାରୀ ଶୁଭାଙ୍ଗୀ ରାୟ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶ୍ବେତଲିନା ରଥ, ପିଇଓ ଗୌରହରି ବେହେରା ଓ ଏଡିଇଓ ଦୀପକ କୁମାର ନାୟକ ଉପସ୍ଥିତ ଥିଲେ।