Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

#ପରୀକ୍ଷା_ବ୍ୟବସ୍ଥାକୁ_ଶକ୍ତିଶାଳୀ_କରିବ_ଆଣ୍ଟି_ପେପର୍_ଲିକ୍_ବିଲ୍ ଆଣ୍ଟି ପେପର ଲିକ୍ ବିଲ୍ ସଂସଦର ଉଭୟ ଗୃହରେ ପାସ୍ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ରଖିଛନ୍ତି ପ୍ରତିକ୍ରିୟା । ଭିଡିଓ ବାର୍ତ୍ତାରେ ମୋଦି କହିଛନ୍ତି, ଛାତ୍ରଛାତ୍ରୀଙ୍କ ପ୍ରସ୍ତାବକୁ ପ୍ରାଥମିକତା ଦିଆଯାଇଛି । ଟାସ୍କଫୋର୍ସ ଏବଂ ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରାଯିବ । ତ୍ରୁଟିଶୂନ୍ୟ ପରୀକ୍ଷା ପଦ୍ଧତି ପାଇଁ ସରକାର ପଦକ୍ଷେପ ନେଉଛନ୍ତି । କଠୋର ଦଣ୍ଡବିଧାନ ନେଇ ବିଲ ସଂସଦରେ ପାସ୍ ହୋଇଛି । ‘ପରୀକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବ ଆଣ୍ଟି ପେପର୍ ଲିକ୍ ବିଲ୍’। ଛାତ୍ର ମାନଙ୍କ ବୃହତ୍ତର ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ଏହି ବିଲ୍ । #AntiPaperLeakBill #PMModi #EducationReforms #ExamReforms #StudentWelfare #Parliament #BreakingNews #IndiaNews #newodishatv

MV 79, Malkangiri | Jul 30, 2026

MORE NEWS