Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

କେନ୍ଦୁଝର ସହର: କେନ୍ଦୁଝର ର ରାସ୍ତା କଡ଼ରେ ପଡିଛି କୁଢ଼ କୁଢ଼ ସରକାରୀ ଔଷଧ, ରାସ୍ତା କଡ଼ରେ ପଡିଥିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସିଡିଏମଓ

କେନ୍ଦୁଝର ର ରାସ୍ତା କଡ଼ରେ ପଡିଛି କୁଢ଼ କୁଢ଼ ସରକାରୀ ଔଷଧ । ରାସ୍ତା କଡ଼ରେ ପଡିଥିବା ଏହି ସବୁ ଔଷଧ ମାନଙ୍କରେ odisha govt supply not for sell ବୋଲି ଉଲ୍ଲେଖ ରହିଛି , ଯାହାକୁ ନେଇ ବୁଦ୍ଧିଜୀବୀ ଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତିକ୍ରିୟା ରଖିଛନ୍ତି ।

MORE NEWS