Public App Logo
Jansamasya
News
Bjp
National
Police
Bihar
कांग्रेस
मौत
भाजपा
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
स्कूल
Haryana
Uttarpradesh
Cricket
शादी
Crimenews

ନୟାଗଡ ସଦର: ବରିଷ୍ଠ ଆଇନଜୀଵୀ ବୃନ୍ଦାବନ ପଣ୍ଡା ଙ୍କ ବିୟୋଗ ରେ ଜିଲ୍ଲା ଓକିଲ ସଙ୍ଘପକ୍ଷରୁଜିଲ୍ଲା କୋଟ ସମ୍ମିଳନୀ କକ୍ଷ ରେ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼ ଜିଲ୍ଲା ର ଖ୍ୟାତନାମା ଆଇନଜୀବୀ ତଥା ଜିଲ୍ଲା ଓକିଲ ସଙ୍ଘ ପ୍ରାକ୍ତନ ସଭାପତି ଶ୍ରୀ ବୃନ୍ଦାବନ ପଣ୍ଡା ଙ୍କ ବିୟୋଗ ରେ ଆଜି ଜିଲ୍ଲା ଓକିଲ ସଙ୍ଘପକ୍ଷରୁ ସଭାପତି ଶ୍ରୀ ରଣଜିତ ଦାଶ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା କୋର୍ଟ ସମ୍ମିଳନୀ କକ୍ଷ ଠାରେ 10ଘଟିକା ସମୟ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଶ୍ରୀ ପଣ୍ଡା ଙ୍କ ବିୟୋଗ ନୟାଗଡ଼ ଜିଲ୍ଲା ଆଇନ ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇଥିବା କୁହାଯାଇଛି l ବାର ବେଞ୍ଚ ମିଳିତ ଶୋକ ସଭାରେ ସ୍ବର୍ଗତ ପଣ୍ଡା ଙ୍କ ଅମର ଆତ୍ମା ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା l

MORE NEWS

ନୟାଗଡ ସଦର: ବରିଷ୍ଠ ଆଇନଜୀଵୀ ବୃନ୍ଦାବନ ପଣ୍ଡା ଙ୍କ ବିୟୋଗ ରେ ଜିଲ୍ଲା ଓକିଲ ସଙ୍ଘପକ୍ଷରୁଜିଲ୍ଲା କୋଟ ସମ୍ମିଳନୀ କକ୍ଷ ରେ ଶ୍ରଦ୍ଧାଞ୍ଜଳି ସଭା - Nayagarh Sadar News