Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

କବିସୂର୍ଯ୍ୟନଗର: ଆଙ୍ଗରଗାଁରେ ନାରାୟଣ ସାହୁଙ୍କ ସ୍ମୃତି ସମାରୋହ ଅନୁଷ୍ଠିତ

ବେଗୁନିଆପଡ଼ା ବ୍ଲକ ଅଙ୍ଗରଗାଁ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟରେ ସମାଜବାଦୀ ନେତା ନାରାୟଣ ସାହୁ ସ୍ମୃତି ସମାରୋହ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗୋଆ ମୁକ୍ତି ଆନ୍ଦୋଳନର ଯଶସ୍ୱୀ ସ୍ୱାଧୀନତା ସଂଗ୍ରାମୀ, ଖଲ୍ଲିକୋଟ ବିଧାନସଭା କ୍ଷେତ୍ରରୁ ଦୁଇ ଦୁଇ ଥର ବିଧାୟକ ତଥା ବିଶିଷ୍ଟ ସମାଜବାଦୀ ନେତା, ସାଲିସ ବିହୀନ ରାଜନୀତି ର ମାଇଲ ଷ୍ଟୋନ ସ୍ବର୍ଗତ ନାରାୟଣ ସାହୁଙ୍କ ମଧ୍ୟଲୋକରୁ ବିଦାୟର ନିର୍ଦ୍ଧାରିତ ତାରିଖ ୨୦୧୪ ମସିହା ଜାନୁୟାରୀ ୯ ତାରିଖ ଥିଲା । ତାଙ୍କ ନିଜ ହାତଗଡ଼ା ଶିଷାନୁଷ୍ଠାନ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।
କବିସୂର୍ଯ୍ୟନଗର: ଆଙ୍ଗରଗାଁରେ ନାରାୟଣ ସାହୁଙ୍କ ସ୍ମୃତି ସମାରୋହ ଅନୁଷ୍ଠିତ - Kabisuryanagar News