Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi

ହିଞ୍ଜିଳି: ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ପିତଳ ପଞ୍ଚାୟତ ରେ ସରପଞ୍ଚ ବିରୋଧ ରେ ଅନସ୍ଥା ଭୋଟ ପକ୍ରିୟା କାଟ ଖାଇଛି,ଉପସ୍ଥିତ ହେଲେ ୱାର୍ଡ ସଭ୍ୟ

Hinjili, Ganjam | Nov 1, 2025
ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକ ପିତ୍ତଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଙ୍କ ବିରୋଧ ରେ ଅନାସ୍ଥା ନେଇ ଭଞ୍ଜନଗର ଉପ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଥିଲେ ୱାର୍ଡ ସଭ୍ୟ, ଯାହାକୁ ନେଇ ଆଜି ଅନାସ୍ଥା ଭୋଟ ପକ୍ରିୟା ଥିବା ବେଳେ ପଞ୍ଚାୟତ ର ୧୮ଜଣ ୱାର୍ଡ ସଭ୍ୟ ରୁ ମାତ୍ର ଆଠ ଜଣ ୱାର୍ଡ ସଭ୍ୟ ଉପସ୍ଥିତ ଥିଲେ, ଯାହାରୀ ଫଳରେ କୋରମ ଅଭାବରୁ ଏହି ଅନାସ୍ଥା ଭୋଟ କୁ ନାକଚ କରିଛନ୍ତି ନିର୍ବାଚନ ଅଧିକାରୀ.

MORE NEWS