ଜୁନାଗଡ: ଖାଲିଆକାନି ନିକଟରେ ସଡ଼କ ଦୁର୍ଘଟଣା ଦୁଇ ଗୁରୁତ୍ୱର
ଆଜି 9ତାରିଖ ମଧ୍ୟାହ୍ନ 2ଟାରେ ଖାଲିଆକାନି ନିକଟରେ ସଡ଼କ ଦୁର୍ଘଟଣା ଘଟିଛି ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ଗୋଲାମୁଣ୍ଡା ଆଦର୍ଶ ବିଦ୍ୟାଳୟ ରୁ ନିଜ ଗାଁ କୁ ଯିବା ସମୟ ରେ ଖଳିଆକାନି ରାସ୍ତା ଉପରେ ଦୁର୍ଘଟଣା ଘଟିଛି ପରେ ସ୍ଥାନୀୟ ଲୋକେ ସମାଜ ସେବି ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କୁ ଯୋଗାଯୋଗ କଲାପରେ ସମାଜ ସେବି ତୁରନ୍ତ ଗୋଲାମୁଣ୍ଡା ଅଗ୍ନୀ ସମ୍ ବିଭାଗ କୁ ଜଣାଇ ତୁରନ୍ତ ସାଙ୍ଗେ ସାଙ୍ଗେ ଗୁରୁତର ହୋଇଥିବା ଲୋକଙ୍କୁ ମେଡିକାଲ ପଠାଇ ଥିଲେ ପରେ ଘଟଣାସ୍ଥଳକୁ ଗୋଲାମୁଣ୍ଡା ଆଇଆଇସି ଯୋତି ପ୍ରକାଶ ତାଣ୍ଡି ପହଞ୍ଚି ଅଧିକା ତଦନ୍ତ ଜାରି ରଖିଥିଲେ