Public App Logo
Jansamasya
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh

ଝାରସୁଗୁଡା: ଏଭିଏସନ ସୁରକ୍ଷା ସଚେତନତା ସପ୍ତାହ ଅବସରରେ ଝାରସୁଗୁଡା ବିର ସୁରେନ୍ଦ୍ର ସାଏ ବିମାନବନ୍ଦରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Jharsuguda, Jharsuguda | Nov 28, 2025
ଏଭିଏସନ ସୁରକ୍ଷା ସଚେତନତା ସପ୍ତାହ ଅବସରରେ ଝାରସୁଗୁଡା ସ୍ଥିତ ବିର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜି ସକାଳ ଏଗାରଟା ସମୟରେ ଏପ୍ରନ କର୍ମଚାରୀ ଙ୍କୁ ନେଇ ଏକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ନିରାପଦ ଅଭ୍ୟାସ କୁ ସୁଦୃଢ଼ କରିବା ସହିତ ସ୍ଥଳ ଭାଗରେ ଘଟଣା ଗୁଡିକୁ ରୋକିବା ପାଇଁ ଆପ୍ରନ କର୍ମଚାରୀ ଙ୍କୁ ନେଇ ଏହି ବିମାନ ସୁରକ୍ଷା ସଚେତନତା କାର୍ଯ୍ୟକର୍ମ ଆୟୋଜିତ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମ ରେ ସମସ୍ତ ଆପ୍ରନ କର୍ମଚାରୀ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ।

MORE NEWS

ଦୀପାଳିଙ୍କ ନିଶାନାରେ ଟଙ୍କଧର : ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ପରିବେଶ ଦିବସ ପାଳନ ନକରାଯିବାକୁ ନେଇ ଟଙ୍କଧରଙ୍କୁ ଟାର୍ଗେଟ କଲେ ଦୀପାଳି।
#ଦୀପାଳିଙ୍କ_ନିଶାନାରେ_ଟଙ୍କଧର #DipaliDas #TankadharTripathy #Jharsuguda #JharsugudaNews #JharsugudaPolitics #OdishaPolitics #OdishaNews #OdiaNews #EnvironmentDay #WorldEnvironmentDay #EnvironmentalIssue #EnvironmentalAwareness #FlyAshWar #FlyAshIssue #PoliticalClash #PoliticalShowdown #PublicDebate #BreakingNews #TopStory #CurrentAffairs #TrendingNow #TrendingInOdisha #ViralPolitics #NewsUpdate #LatestOdishaNews #NewsFastTV #ExclusiveReport #GroundReport #NewsAnalysis #OdishaCurrentAffairs #OdishaTrendingNews #TodayNews #MustWatchNews

ଦୀପାଳିଙ୍କ ନିଶାନାରେ ଟଙ୍କଧର : ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ପରିବେଶ ଦିବସ ପାଳନ ନକରାଯିବାକୁ ନେଇ ଟଙ୍କଧରଙ୍କୁ ଟାର୍ଗେଟ କଲେ ଦୀପାଳି। #ଦୀପାଳିଙ୍କ_ନିଶାନାରେ_ଟଙ୍କଧର #DipaliDas #TankadharTripathy #Jharsuguda #JharsugudaNews #JharsugudaPolitics #OdishaPolitics #OdishaNews #OdiaNews #EnvironmentDay #WorldEnvironmentDay #EnvironmentalIssue #EnvironmentalAwareness #FlyAshWar #FlyAshIssue #PoliticalClash #PoliticalShowdown #PublicDebate #BreakingNews #TopStory #CurrentAffairs #TrendingNow #TrendingInOdisha #ViralPolitics #NewsUpdate #LatestOdishaNews #NewsFastTV #ExclusiveReport #GroundReport #NewsAnalysis #OdishaCurrentAffairs #OdishaTrendingNews #TodayNews #MustWatchNews

Jharsuguda, Jharsuguda | Jun 7, 2026

ସମ୍ବଲପୁର ବୁର୍ଲା ୧୮ ହଜାର ପାୱାର ଚ୍ୟାନାଲରେ ଅଘଟଣ: ଗାଧୋଇବା ସମୟରେ ଛାତ୍ର ଭାସି ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
#Sambalpur #Burla #PowerChannel #BreakingNews #OdishaNews #BurlaNews #SambalpurNews #MissingStudent #RescueOperation #FireServices #BurlaPolice #OdishaBreaking #OdiaNews #StudentMissing #CanalAccident #LatestNews #Odisha #BurlaPowerChannel #EmergencyRescue #NewsUpdate

ସମ୍ବଲପୁର ବୁର୍ଲା ୧୮ ହଜାର ପାୱାର ଚ୍ୟାନାଲରେ ଅଘଟଣ: ଗାଧୋଇବା ସମୟରେ ଛାତ୍ର ଭାସି ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି #Sambalpur #Burla #PowerChannel #BreakingNews #OdishaNews #BurlaNews #SambalpurNews #MissingStudent #RescueOperation #FireServices #BurlaPolice #OdishaBreaking #OdiaNews #StudentMissing #CanalAccident #LatestNews #Odisha #BurlaPowerChannel #EmergencyRescue #NewsUpdate

Jharsuguda, Jharsuguda | Jun 7, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜନ୍ତର ମନ୍ତରରେ କକରୋଚ୍ ଜନତା ପାର୍ଟିର ହଲ୍ଲାବୋଲ୍
#CockroachJantaParty #DharmendraPradhan #JantarMantar #StudentProtest #EducationCrisis #YouthProtest #PaperLeak #DelhiProtest #BreakingNews #OdiaNews

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜନ୍ତର ମନ୍ତରରେ କକରୋଚ୍ ଜନତା ପାର୍ଟିର ହଲ୍ଲାବୋଲ୍ #CockroachJantaParty #DharmendraPradhan #JantarMantar #StudentProtest #EducationCrisis #YouthProtest #PaperLeak #DelhiProtest #BreakingNews #OdiaNews

Jharsuguda, Jharsuguda | Jun 6, 2026