କଟକ ପୌରାଞ୍ଚଳ: କଟକ ସହରବାସୀଙ୍କ ପାଇଁ ଖୁସି ଖବର: ଅକ୍ଟୋବର 10 ସୁଦ୍ଧା ସାରିବ ରାସ୍ତା ମରାମତି
କଟକ ସହରର ବିପର୍ଯ୍ୟସ୍ତ ରାସ୍ତା ମରାମତି ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି। ମେୟର ସୁବାସ ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଅକ୍ଟୋବର 10 ତାରିଖ ସୁଦ୍ଧା ସମସ୍ତ ରାସ୍ତା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ପୂଜା ପୂର୍ବରୁ ସହରବାସୀଙ୍କୁ ମିଳିବ ସୁଗମ ଯାତାୟାତ ସୁବିଧା।