Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଆସିକା: ଦନ୍ତାରିବଗଡ଼ ଗ୍ରାମ ନିକଟରେ ସାଇକେଲ କୁ ଧକ୍କା ଦେଲା ବାଇକ,ସାଇକେଲ ଚାଳକ ଗୁରୁତର

Asika, Ganjam | Nov 2, 2025
ଗଞ୍ଜାମ ଜିଲ୍ଲା ଆସିକା ଥାନା ଦନ୍ତାରିବଗଡ଼ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା l ସାଇକେଲ କୁ ଧକ୍କା ଦେଲା ବାଇକ l ଦୁର୍ଘଟଣା ରେ ସାଇକେଲ ଚାଳକ ଦନ୍ତାରିବଗଡ଼ ଗ୍ରାମର ସୁଦର୍ଶନ ବରଡ଼ ନାମକ ବ୍ୟକ୍ତି ଗୁରୁତର ହୋଇଛନ୍ତି l ସୂଚନା ଅନୁସାରେ ସୁଦର୍ଶନ ନିଜ ସାଇକେଲ ଯୋଗେ ଗ୍ରାମ ବାହାରକୁ ଯିବା ସମୟରେ ଗ୍ରାମ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ବାଇକ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା l
ଆସିକା: ଦନ୍ତାରିବଗଡ଼ ଗ୍ରାମ ନିକଟରେ ସାଇକେଲ କୁ ଧକ୍କା ଦେଲା ବାଇକ,ସାଇକେଲ ଚାଳକ ଗୁରୁତର - Asika News