Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Bihar
कांग्रेस
हत्या
भारत
बीजेपी
Uttar_pradesh
Congress
Modi
Delhi
Viral
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Uttarakhand
Sambalpur
सम्मान
Crimenews
theaustinnews
#ସାମ୍ନାକୁ_ଆସିଲେ_ଭୈରବ_କାର୍ତ୍ତିକେୟନ_ପାଣ୍ଡିଆନ ରାଜ୍ୟ ରାଜନୀତିରେ ଝଡ଼। ନବୀନଙ୍କ ଅଶିତମ ଜନ୍ମ ଦିନରେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିବାର ଦେଖିବା ପାଇଁ ମିଳିଛି। ଜୟ ଜଗନ୍ନାଥରୁ ଆରମ୍ଭ ହୋଇଛି ପାଣ୍ଡିଆନଙ୍କ ଯାତ୍ରା। #RebuildBJD #BJDOdisha #VKPoltics #VKPandian #NabinPatanaik #BijuJanataDal #PuriShreeMandira #AustinNews
Badachana, Jajpur
| Oct 18, 2026
#ସାମ୍ନାକୁ_ଆସିଲେ_ଭୈରବ_କାର୍ତ୍ତିକେୟନ_ପାଣ୍ଡିଆନ
#rebuildbjd
#bjdodisha
#vkpoltics
#vkpandian
#nabinpatanaik
#bijujanatadal
#purishreemandira
#austinnews
MORE NEWS
#ବଡ଼ଚଣାରେ_ମହିଷାଶୁର_ଉତ୍ପାତ_ହେଲେଣି_ମାଆ_ତାଙ୍କୁ_ବଧ୍ୟ_କରିବେ ମହିଷାସୁର କିଏ ? କେଉଁ ମହିଷାଶୁରଙ୍କୁ ବଧ କରିବେ ମାଆ ? କାହା କଥା କହିଲେ ମହେଶ୍ୱର ପରିଡା। #MahesweraParida #DurgaPujaVive #AustinNews #OdishaNews
Badachana, Jajpur | Oct 19, 2026
ହକି ବିଜେତାଙ୍କୁ ନବୀନଙ୍କ ଶୁଭେଚ୍ଛା ହକି ଖେଳାଳିଙ୍କୁ ନବୀନ ନିବାସରେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଭିନନ୍ଦନ ଶହ ଶୁଭେଛା। #HockeyIndia #NabinPatanaik #HockeyOdisha #AustinNews #OdishaNews
Badachana, Jajpur | Oct 17, 2026
#BCJDକୁ_ସୁଜାତାଙ୍କ_ଶୁଭେଛା_ବାର୍ତ୍ତା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୟ ହୋଇଥିବା ସମସ୍ତ ବିଜୁ ଛାତ୍ର ଜନତା ଦଳର ନେତା ନେତୃତ୍ୱଙ୍କୁ ସୁଜାତା ରାଉତଙ୍କ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା। #AustinNews #SujataRout #BCJD #StudentUnionElection #OdishaNews
Badachana, Jajpur | Oct 17, 2026
#ବାଣୀବିହାର_ଛକରେ_ରାସ୍ତାରୋକ_କଲା_କଂଗ୍ରେସ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନ ଥିବାବେଳେ ଯାହାକୁ ନେଇ କଂଗ୍ରେସ ଓ ଏଆଇଏସଏଫ ପକ୍ଷରୁ ବାଣୀବିହାର ଛକରେ ରାସ୍ତାରୋକ। #RoadStrike #ElectionResultSuspect #BanibiharRoadStrike #CongressProtest #AISFProtest #HigherEducationDepartment #CollegeUnionElection #StudentUnionElection #UtkalUniversity #StudentUnionElection #AustinNews #OdishaNews
Badachana, Jajpur | Oct 15, 2026
#ଆସୁନି_ବାଣୀବିହାର_ଅପଡେଟ ଅନ୍ଧାରରେ ଗଣମାଧ୍ୟମ, ସନ୍ଧ୍ୟା ପୂର୍ବରୁ ଘୋଷଣା ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଥିବା ବେଳେ ଏବେ ସୁଦ୍ଧା ଆସିନି ଗଣତି ହିସାବ ନିକାଶ। ଯାହାକୁ ନେଇ ଉଠିଛି ପ୍ରଶ୍ନ। #HigherEducationDepartment #BanibiharCampus #UtkalUniversity #AustinNews #ElectionUpdate #StudentUnionElecton #BreakingNews
Badachana, Jajpur | Oct 15, 2026
#ଘୋଷଣା_ହେଲା_ବାଣୀବିହାର_ଛାତ୍ରସଂସଦ_ନିର୍ବାଚନର_ବିଜୟୀଙ୍କ_ନାମ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର ଛାତ୍ର ସଂସଦ ନିର୍ବାଚନର ନଅ ଗୋଟି ପଦପଦବୀ ପାଇଁ ନିର୍ବାଚିତ ହୋଇଥିବା ଛାତ୍ର ନେତାଙ୍କ ନାମ ଘୋଷଣା କଲା ବାଣୀବିହାର ପ୍ରଶାସନ। #UtkalUniversityElectionResult #BanibiharCampusElectionResult #StudentUnionElectionBaniBihar #ABVPWinsUtkalUniversity #NSUIWinsUtkalUniversity #AISFWinsUtkalUniversity #BCJDWinsUtkalUniversity #AustinNewsOdisha #BanibiharUniversity #BanibiharAdminstration
Badachana, Jajpur | Oct 15, 2026
#ରମାଦେବୀରେ_ବିସିଜେଡିର_ବିଜୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳର ବିଜୟ ପରେ ପ୍ରବଳ ଉତ୍ତେଜନା ସ୍ଥିତି ଭୟାନକ । ଅଣଛାତ୍ରଙ୍କ କଲେଜ ବାହାରେ ପାଟିତୁଣ୍ଡ ଗଣ୍ଡଗୋଳ। #StudentUnionElection #CollegeUnionElection #RamadeviWomensUniversity #RamadeviUniversity #AustinNews #BCJDWin #BreakingNews
Badachana, Jajpur | Oct 15, 2026
#କଣ_କହିଲେ_ଛାତ୍ର_ନେତା ବାଣୀବିହାର କ୍ୟାମ୍ପସରେ ଭୋଟକୁ ନେଇ କଣ କହିଲେ ଛାତ୍ର ସଂସଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଛାତ୍ର। #austinnewsodia #collegeunionelection #breakingnews #utkaluniversity #BanibiharCampus
Badachana, Jajpur | Oct 15, 2026