Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
subashdas8917614178
#ଦିନ_ଦ୍ୱିପ୍ରହରରେ_ଯୁବକଙ୍କୁ_ନିସ୍ତୁକ_ମାଡ଼, ଭିଡିଓ ଭାଇରାଲ୍: କେସିଙ୍ଗା ପୋଲିସର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ଲୋକ | #kalahandi #CMOOdisha #viralvideoシ #Bharat_News_odia
Singla, Balasore
| Oct 4, 2026
#ଦିନ_ଦ୍ୱିପ୍ରହରରେ_ଯୁବକଙ୍କୁ_ନିସ୍ତୁକ_ମାଡ଼,
#kalahandi
#cmoodisha
#viralvideoシ
#bharat_news_odia
MORE NEWS
#ସୁବର୍ଣ୍ଣରେଖା_ନଦୀରେ_ବୁଡି_ପର୍ଯ୍ୟଟକ_ମୃତ୍ୟୁ ସୁବର୍ଣ୍ଣରେଖା ନଦୀରେ ଗାଧେଇବା ବେଳେ ବୁଡି ଗଲେ ପର୍ଯ୍ୟଟକ, ଦୀର୍ଘ ଦୁଇ ଘଣ୍ଟା ଖୋଜା ଖୋଜି ପରେ ମୃତ ଦେହକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ବସ୍ତା ଥାନା ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀରେ ଗାଧଉଥିଲା ବେଳେ ଘଟିଛି ଘଟଣା, ଉତ୍ତରପ୍ରଦେଶ ଅଂଚଳରୁ ବସ ଯୋଗେ ପୁରୀ ବୁଲିବାକୁ ଆସିଥିଲା ଆଜି ସକାଳ ସମୟରେ ଗାଧେଇବା ବେଳେ ପାଣିରେ ବୁଡି ଯାଇଥିଲେ ପର୍ଯ୍ୟଟକ । ମୃତକ ଜଣକ ହେଲେ ଅଶୋକ ପାଠକର ।
Singla, Balasore | Oct 4, 2026
#ଆଶିର୍ବାଦ_ନର୍ସିଂହୋମରେ_ଅସ୍ତ୍ରୋପଚାରରେ_ମହିଳାଙ୍କ_ପେଟରେ_ରହି #ଗଲା_ଗଜ_କପଡା ଅସ୍ତ୍ରୋପଚାର ସମୟରେ ଗର୍ଭବତୀ ମହିଳାଙ୍କ ପେଟରେ ରହିଗଲା ଗଜକପଡା, ଗୁରୁତର ହୋଇ ପଡିଲେ ମହିଳା, ବାରମ୍ବାର ପରିକ୍ଷା ନିରିକ୍ଷା କରି ୮ ମାସ ପରେ ପୁଣି ଅସ୍ତ୍ରୋପଚାର କରି ବାହାର କଲେ ପଚି ଯାଇଥିବା ଗଜ କପଡ଼ା,ଘଟଣା ଚପାଇ ଦେବାକୁ ଉଦ୍ୟମ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ଠକିଦେଲେ ଡାକ୍ତରଖାନା କତ୍ତୃପକ୍ଷ,ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଆଶିର୍ବାଦ ନାମକ ଏକ ଘରୋଇ ନର୍ସିଂ ହୋମରେ #Bharat_News_odia #CMO_Odisha #dmbaleswar #Jaleswar #cdmobaleswar
Singla, Balasore | Oct 2, 2026
ବାଲିଆପାଳ ରେ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ସମୟରେ ଯାତ୍ରା ପରିବେଷଣ ତୁଳସୀ ଗଣନାଟ୍ୟ ପରିବେଷଣ କରିବା କେତେ ଠିକ ଆପଣ ମାନେ ମତା ମତ ଦିଅନ୍ତୁ #Bharat_News_odia #Baliapal #jatra #tulasigananatya
Singla, Balasore | Oct 2, 2026
#ଲଙ୍ଗଳେଶ୍ୱର_ସ୍ୱାସ୍ଥ୍ୟ_କେନ୍ଦ୍ର_ରେ_ବର୍ଷା_ପାଣି_ଜମିବା_ଘଟଣା_ରେ #କଂଗ୍ରେସ_ତରଫରୁ_ରୁ_ରାସ୍ତା_ରୋକ_ଆନ୍ଦୋଳନ_ହେଇଥିଲା ତହସିଲଦାର ଙ୍କ ପ୍ରତିଶୃତି ପରେ ଧାରଣା ରୁ ପ୍ରତ୍ୟାହାର ହେଲେ କଂଗ୍ରେସ ନେତା | #Langaleswar #hospital #cdmobaleswar #CMOOdisha #Bharat_News_odia
Singla, Balasore | Oct 2, 2026
ବାଲିଆପାଳ ତହସିଲଦାର ଙ୍କ ପ୍ରତିଶୃତି ପରେ ରାସ୍ତାରୁ ଉଠିଲେ କଂଗ୍ରେସ ର ଆନ୍ଦୋଳନକାରୀ #Langaleswar #hospital #roadclose
Singla, Balasore | Oct 2, 2026
#ଜଳକା_ନଦୀରେ_ବନ୍ୟାର_ବିଭୀଷିକା! #ବନ୍ୟାଜଳରେ_ଉବୁଟୁବୁ_ନଦୀକୂଳିଆ_ଅଞ୍ଚଳ ବଢ଼ିଚାଲିଛି ଜଳକା ନଦୀର ଜଳସ୍ତର। ବନ୍ୟାଜଳ ଘରେ ପଶିବା ପରେ ଘର ଭିତରେ ଲହଡ଼ି ମାରୁଛି ପାଣି। ଚାରିଆଡ଼େ ଜଳମଗ୍ନ ପରିସ୍ଥିତି, ଭୟ ଓ ଆତଙ୍କରେ ନଦୀକୂଳିଆ ଲୋକେ। #Bharat_News_odia #Basta #Baliapal #baleswar #floodwaterrestoration
Singla, Balasore | Oct 2, 2026
Singla, Balasore | Oct 2, 2026
ବାଲେଶ୍ୱର ଜିଲ୍ଲା ବସ୍ତା ବିଜେଡି ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଜନସମ୍ପର୍କ ପଦ ଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି, ବସ୍ତାବିଜେଡି ସଭାପତି ମହାଦେବ ଦାସଙ୍କ ନେତୃତ୍ୱରେ ବସ୍ତା କଟି ପୋଲ ସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପ ଠାରୁ ଏକ ବିଶାଳ ପଦ ଯାତ୍ରା ବାହାରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଥିବା ଗାନ୍ଧୀ ମୃର୍ତ୍ତିରେ ମାଲ୍ୟାର୍ପଣ କରିଥିବା ଦେଖିବାକୁ ମିଳିଛି | #BJDOdisha #BijuJanataDal #BASTA
Singla, Balasore | Oct 2, 2026