ଜଟଣୀ: ଅରଗୁଳ ରେଳ ଷ୍ଟେସନ ନିକଟରେ ଅନ୍ତର୍ଜାତୀୟ ଲେଭେଲ କ୍ରସିଙ୍ଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଲେଭେଲ କ୍ରସିଙ୍ଗ ଠାରେ ଦୁର୍ଘଟଣାକୁ ଏଡାଇବା ଲକ୍ଷ୍ୟ ନେଇ ଜଟଣୀ ଅରଗୁଳ ରେଳ ଷ୍ଟେସନ ନିକଟସ୍ଥ ଲେଭେଲ କ୍ରସିଙ୍ଗ ଠାରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପକ୍ଷରୁ ଆନ୍ତର୍ଜାତୀୟ ଲେଭେଲ କ୍ରସିଙ୍ଗ ସଚେତନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ଆଜି ଅପରାହ୍ନ ୫ ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଥିଲା |