Public App Logo
Jansamasya
Bjp
National
Bihar
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews

ଜଟଣୀ: ସ୍ଥାନୀୟ ଏଖରାଜାତ ମାହାଲ ଜମି ସମସ୍ୟା ନେଇ ରାଜାବଜାର କାର୍ଯ୍ୟାଳୟରେ ପୂର୍ବତନ ପୌରାଧ୍ୟକ୍ଷ ରଖିଲେ ପ୍ରତିକ୍ରିୟା

Jatani, Khordha | Jun 3, 2025
ଜଟଣୀ ଏଖରାଜାତ ମାହାଲ ଜମି ସମସ୍ୟା ନେଇ ଜଟଣୀ ରାଜାବଜାର ସ୍ଥିତ କାର୍ଯ୍ୟାଳୟରେ ଜଟଣୀ ପୌରପରିଷଦର ପୂର୍ବତନ ପୌରାଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି | ଆଜି ଅପରାହ୍ନ 5 ଘଣ୍ଟିକା ସମୟରେ ସେ ପ୍ରତିକ୍ରିୟା ରଖିଛନ୍ତି |