କଟକ ପୌରାଞ୍ଚଳ: Durga Puja 2026 ପାଇଁ Single Window System ଖୋଲିବାକୁ ନିଷ୍ପତ୍ତି
Durga Puja 2026 ପାଇଁ Collector ଓ District Magistrate ଅଧ୍ୟକ୍ଷତାରେ Single Window system ସଂପର୍କରେ ବୈଠକ ହେଲା। ବିଭିନ୍ନ ପରମିଶନ ଓ NOC ପ୍ରକ୍ରିୟା ସହଜ କରିବା ଏବଂ ଉତ୍ସବର ସମନ୍ୱୟ ନିମିତ୍ତ ପ୍ରାଥମିକ ଆଲୋଚନା ହେଲା।