Public App Logo
Jansamasya
News
पुलिस
Bjp
National
Police
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
महिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
Uttarakhand
शादी

ବଡସାହି: ଶିଖରଖୁଣ୍ଟା, କୋଚିଳାଖୁଣ୍ଟା, ଗଡ଼ଦେଉଳିଆ ଓ ଦଲଦଲିରେ ଚଢାଉକରି ଚୋରା ଦେଶୀ ଓ ବିଦେଶି ମଦ ଜବତକୁ ନେଇ ୪ଜଣଙ୍କୁ କୋର୍ଟଚାଲାଣ କଲା ଅବକାରୀବିଭାଗ

Barsahi, Mayurbhanj | Nov 29, 2025
ବେତନଟୀ ଅବକାରୀ ଥାନାପକ୍ଷରୁ ଶନିବାର ଶିଖରଖୁଣ୍ଟା, କୋଚିଳାଖୁଣ୍ଟା, ଗଡ଼ଦେଉଳିଆ ଏବଂ ଦଲଦଲି ଗ୍ରାମରେ ଚଢାଉକରି ଚୋରା ଦେଶୀ ଓ ବିଦେଶି ମଦ ଜବତ କରିବା ସହିତ ଏହି ବେଆଇନ କାରବାରରେ ଜଡିତ ଚାରିଜଣଙ୍କୁ ଗିରଫକରି ଶନିବାର ଅପରାହ୍ନ ପାଞ୍ଚଟାରେ କୋର୍ଟଚାଲାଣ କଲା ଅବକାରୀ ବିଭାଗ l

MORE NEWS