ରେମୁଣା: ରେମୁଣା ବାଲିଆପାଳ ଛକରେ ରାସ୍ତା ମଝିରୁ ହଟିଲା ବିଦ୍ୟୁତ୍ ଖୁଣ୍ଟ
ବାଲେଶ୍ଵର ରେମୁଣା ବାଲିଆପାଳ ଛକରେ ଯାତାୟାତରେ ବାଧକ ସାଜିଥିବା ବିଦ୍ୟୁତ୍ ଖୁଣ୍ଟକୁ ସ୍ଥାନାନ୍ତର କରାଯାଇଛି। ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି।