Public App Logo
Jansamasya
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking
Aimim
Railway
Bsf
Fatehpur
Kanganaranaut
Meerut

ସମ୍ବଲପୁର ମ୍ୟୁନିସିପାଲଟି: ଶ୍ରୀରାମ ଜନ୍ମୋତ୍ସବ ସମିତି ପକ୍ଷରୁ ଜିଲ୍ଲା ସ୍କୁଲ ଛକ ଠାରୁ ଗୋଲବଜାର ଛକ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା

Sambalpur M, Sambalpur | Apr 25, 2025
ଦେଶର ହିନ୍ଦୁଙ୍କୁ ସୁରକ୍ଷା ତଥା ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରି ଶ୍ରୀରାମ ଜନ୍ମୋତ୍ସବ ସମିତି ପକ୍ଷରୁ ଶୁକ୍ରବାର ରାତିରେ ସମ୍ବଲପୁର ଜିଲ୍ଲା ସ୍କୁଲ ଛକ ଠାରୁ ଗୋଲବଜାର ଛକ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶ୍ରୀରାମ ଜନ୍ମୋତ୍ସବ ସମିତି ପକ୍ଷରୁ ସଭାପତି ପ୍ରଦୀପ ବହିଦାର ଓ କାର୍ଯ୍ୟକାରୀ ସଭାପତି ଗିରିଶ ପଟେଲଙ୍କ ନେତୃତ୍ବରେ ଶତାଧିକ ସମିତିର ସଭ୍ୟ ସଭ୍ୟା ମାନେ ମଶାଲ ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

MORE NEWS