ସମ୍ବଲପୁର ମ୍ୟୁନିସିପାଲଟି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ଅନୁଷ୍ଠିତ
ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଅଗ୍ନିଶମ ବିଭାଗ ପକ୍ଷରୁ ମୋଡ୍ରିଲ ଅନୁଷ୍ଠିତ l ମିଳିଥିବା ସୂଚନା ଅନୁସାରେ ଆଜି ଦୀନ 10 ଟା ସମୟ ରେ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ନୂତନ ଭାବେ ନିର୍ମାଣ ହୋଇଥିବା ନୂତନ ଟ୍ରମା କେୟାର କୋଠାରେ ସମ୍ବଲପୁର ଅଗ୍ନିଶମ ବିଭାଗ ଫକ୍ଷରୁ ସୁରକ୍ଷା କର୍ମୀ ମାନଙ୍କୁ ନେଇ ଏଜ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ମୋକଡ୍ରିଲ ରେ କୋଠା ରେ ନିଆଁ ଲାଗିଲେ କିପରି ନିଆଁ କୁ ଆୟତ୍ତ କରି ହେବ ଓ ରୋଗୀ ମାନଙ୍କୁ କିପରି ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯିବ ସେନେଇ ଏହି ଟ୍ରେନିଂ ଅଗ୍ନିଶମ ବିଭାଗ ଦେଇଥିଲା l