Public App Logo
Jansamasya
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Bareilly
Bcci
Agra
Breaking
Aimim
Railway
Bsf
Fatehpur
Meerut
Raebareli
Rain
Kashmir
���ाकिस्तान
Trending
���िवाद
Bengal
���खिलेश
���ारतीय
���ोगी_आदित्यनाथ
Sonunigam
Arvindkejriwal

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲା ଧଳପୁର ନିକଟରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର ଆହତ, ବୁର୍ଲା ସ୍ଥାନାନ୍ତର

Sambalpur M, Sambalpur | Apr 25, 2025
ସମ୍ବଲପୁର ଜିଲ୍ଲା ଧଳପୁର ନିକଟରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର ଆହତ, ବୁର୍ଲା ସ୍ଥାନାନ୍ତର ମିଳିଥିବା ସୂଚନା ଅନୁଯାଇ ଆଜି ଦିନ 11 ବେଳେ ଶରତ ନାଏକ ନାମକ ଜଣେ ଯୁବକ ବାଇକରେ ଯାଉଥିବା ବେଳେ ଧଳପୁର ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା l ଗୁରୁତର ଅବସ୍ଥା ରେ ତାଙ୍କୁ ସଦର ମେଡିକାଲ କୁ ଆଣିଥିଲେ l ଅବସ୍ଥା ଅତି ଗୁରୁତର ଥିବା ରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l

MORE NEWS