ଗୁଣୁପୁର: ଗୁଣୁପୁର ୱାର୍ଡ ନଂ-5: ଦଶହରା ଅବସରରେ ମା'ଙ୍କ ଆଶୀର୍ବାଦ ନେଲେ ପୌର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ
ଗୁଣୁପୁର ୱାର୍ଡ ନଂ-୫ ଡେରାସାହିରେ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା। ପୌର ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଯୋଗଦେଇ ସାହିବାସିନ୍ଦାଙ୍କ ସହ ମନ୍ଦିରର ବିଭିନ୍ନ ସମସ୍ୟା ଓ ବିକାଶ ନେଇ କରିଛନ୍ତି ଆଲୋଚନା।