ଆଜି ବୁଧବାର ସକାଳ 10 ଟା ସମୟ ପାଖା ପାଖି ରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପଦ୍ମପୁର ଵିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ଗେଟ ସମ୍ମୁଖରେ କାମ ବନ୍ଦ କରି ଧାରଣା ରେ ବସିଥିଲେ ଠିକା ସଫେଇ କର୍ମଚାରୀ। ଠିକା ସଫେଇ କର୍ମଚାରୀ ଙ୍କ ଦରମା ଠିକ ଭାବରେ ନ ମିଳୁଥିବା ରୁ ଆଜି କାମ ବନ୍ଦ କରି ଧାରଣା ରେ ବସିଥିଲେ। ପରେ ଧାରଣା ରୁ ଓହରି ଥିଲେ