ଦେବଗଡ: ବଦଳିଲେ ଦେବଗଡ଼ ଉପ-ଜିଲ୍ଲାପାଳ: ନୂତନ ଉପ-ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବେ ରଶ୍ମି ରଞ୍ଜନ ମହନ୍ତ
ଦେବଗଡ଼ ଉପ-ଜିଲ୍ଲାପାଳ ପରୀକ୍ଷିତ ସାହୁଙ୍କ ବଦଳି। ତାଙ୍କ ସ୍ଥାନରେ ନୂତନ ଉପ-ଜିଲ୍ଲାପାଳ ଭାବେ ରଶ୍ମି ରଞ୍ଜନ ମହନ୍ତଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର। ପରୀକ୍ଷିତ ସାହୁଙ୍କୁ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ବଦଳି କରାଯାଇଛି।