ରାୟଗଡା: ଡମ୍ବସରାକୁ ବ୍ଲକ ମାନ୍ୟତା ଦାବୀରେ ଗୁଣୁପୁର ରେ ଉପଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୟରେ ଦାବୀ ପତ୍ର ଦେଇ ସଭାପତିଙ୍କ ପ୍ରତିକ୍ରିୟା
ଗୁଣୁପୁର ବ୍ଲକର ଡମ୍ବସରା କୁ ବ୍ଲକ ମାନ୍ୟତା ଦାବୀରେ ସୋମବାର ପୂର୍ବାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଉଧେଶ୍ୟରେ ଦାବୀ ପତ୍ର ପ୍ରଦାନ କରି କମିଟି ସଭାପତିଙ୍କ ପ୍ରତିକ୍ରିୟା।