Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss
Firozabad

ବଡଚଣା: ଜିଲ୍ଲା ବିଜେପି ପକ୍ଷରୁ ସେବା ପକ୍ଷରୁ କାର୍ଯ୍ୟକ୍ରମ ପାଇଁ କୁଆଖିଆ ସ୍ଥିତ ଶୁଭମ ହୋଟେଲରେ କର୍ମଶାଳା ଅନୁଷ୍ଠିତ

Badachana, Jajpur | Sep 4, 2025
ଜିଲ୍ଲା ବିଜେପି ପକ୍ଷରୁ ସେବା ପକ୍ଷରୁ କାର୍ଯ୍ୟକ୍ରମ ପାଇଁ କୁଆଖିଆ ସ୍ଥିତ ଶୁଭମ ହୋଟେଲରେ କର୍ମଶାଳା ଅନୁଷ୍ଠିତ ହେଇଯାଇଛି l ଆସନ୍ତା 17 ତାରିଖରୁ ଅକ୍ଟୋବର 2 ତାରଖ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ କୁ ସେବା ପକ୍ଷ ଦିବସ ରୂପେ ପାଳନ ହେବ l ତେବେ ଏହି କାର୍ଯ୍ୟକ୍ରମ କିଭଳି ସୂଚାରୁ ରୂପେ ଶେଷ ହେବ ସେଥିପାଇଁ ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଇଯାଇଛି l

MORE NEWS

#କୁଆଡେ_ଗଲା_ମହାପ୍ରଭୁଙ୍କ_ଟାହିଆ 
#ରଥଯାତ୍ରାରେ_ଅବ୍ୟବସ୍ଥାକୁ_ନେଇ_କଂଗ୍ରେସର_ଅସନ୍ତୋଷ 
ପିସିସି ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କଲେ। କହିଲେ ସରକାର ସଚେତନ ହୁଅନ୍ତୁ, ଅକ୍ଷମଣୀୟ ଅପରାଧ ପାଇଁ ଭୁଲ ମାଗନ୍ତୁ।
#PressMeet 
#MahaprabhuTahia 
#PahandiBijeRitual 
#JaganathTahia 
#CarFestival 
#PCCPresident 
#BhaktaCharanDas 
#BJPGovt 
#SJTA 
#ArabindaPadhi 
#AustinNewsOdia 
#OdishaNews

#କୁଆଡେ_ଗଲା_ମହାପ୍ରଭୁଙ୍କ_ଟାହିଆ #ରଥଯାତ୍ରାରେ_ଅବ୍ୟବସ୍ଥାକୁ_ନେଇ_କଂଗ୍ରେସର_ଅସନ୍ତୋଷ ପିସିସି ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କଲେ। କହିଲେ ସରକାର ସଚେତନ ହୁଅନ୍ତୁ, ଅକ୍ଷମଣୀୟ ଅପରାଧ ପାଇଁ ଭୁଲ ମାଗନ୍ତୁ। #PressMeet #MahaprabhuTahia #PahandiBijeRitual #JaganathTahia #CarFestival #PCCPresident #BhaktaCharanDas #BJPGovt #SJTA #ArabindaPadhi #AustinNewsOdia #OdishaNews

Badachana, Jajpur | Jul 17, 2026

#ବିବାଦରେ_ଧର୍ମଶାଳା_ବିଧାୟକ_ଲିକୁ_ସାହୁ
ରୋଲ୍ସ ରୟାସରେ ଲିକୁ ଟ୍ରାକ୍ଟର ଡ଼ାଲାରେ ମହାପ୍ରଭୂ।ଧର୍ମଶାଳାରେ ନିଆରା ରଥଯାତ୍ରା,ରାଜଭିଶେକ ସାରି ରୋଲ୍ସ ରୟାସରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ବା ଲିକୁ ସାହୁ ଆସୁଥିବା ବେଳେ,ମହାପ୍ରଭୁଙ୍କୁ ଟ୍ରାକ୍ଟର ଡାଲାରେ ଥୋଇ ଡିଜେ ବଜାଇ ନେଉଥିବାର ଫଟୋ ସାମ୍ନାକୁ ଆସିଛି। ଯାହାକୁ ନେଇ ବିଜୁ ଜନତା ଦଳର ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଘୋର ନିନ୍ଦା କରିଛନ୍ତି ଦେଖନ୍ତୁ ପ୍ରମିଳାଙ୍କ ମନ୍ତବ୍ୟ।
#LikuSahoo 
#LikuSahooDharmashalaMLA 
#HimanshuSekharSahoo 
#LikuSahooNews 
#DharmashalaNews
#CarFestivalControversy 
#RollsRoyac 
#TractorCarrier 
#JayJaganath 
#PramilaMalika 
#BJDStand 
#BinjharpurMLA 
#AustinNewsOdia 
#AustinNews 
#OdishaNews

#ବିବାଦରେ_ଧର୍ମଶାଳା_ବିଧାୟକ_ଲିକୁ_ସାହୁ ରୋଲ୍ସ ରୟାସରେ ଲିକୁ ଟ୍ରାକ୍ଟର ଡ଼ାଲାରେ ମହାପ୍ରଭୂ।ଧର୍ମଶାଳାରେ ନିଆରା ରଥଯାତ୍ରା,ରାଜଭିଶେକ ସାରି ରୋଲ୍ସ ରୟାସରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ବା ଲିକୁ ସାହୁ ଆସୁଥିବା ବେଳେ,ମହାପ୍ରଭୁଙ୍କୁ ଟ୍ରାକ୍ଟର ଡାଲାରେ ଥୋଇ ଡିଜେ ବଜାଇ ନେଉଥିବାର ଫଟୋ ସାମ୍ନାକୁ ଆସିଛି। ଯାହାକୁ ନେଇ ବିଜୁ ଜନତା ଦଳର ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଘୋର ନିନ୍ଦା କରିଛନ୍ତି ଦେଖନ୍ତୁ ପ୍ରମିଳାଙ୍କ ମନ୍ତବ୍ୟ। #LikuSahoo #LikuSahooDharmashalaMLA #HimanshuSekharSahoo #LikuSahooNews #DharmashalaNews #CarFestivalControversy #RollsRoyac #TractorCarrier #JayJaganath #PramilaMalika #BJDStand #BinjharpurMLA #AustinNewsOdia #AustinNews #OdishaNews

Badachana, Jajpur | Jul 17, 2026

#ପାଞ୍ଚଦିନ_ହେଲା_ଅନଶନରେ_ଚାମେଲି 
#ବିଜେପିର_ମହିଳାଙ୍କୁ_ସମ୍ମାନ_ଅରଣ୍ୟ_ରୋଦନ_ସମାନ 
ଲୋୟର ପିଏମଜି ଗାନ୍ଧୀ ମାର୍ଗରେ ପାଞ୍ଚଦିନ ହେଲା ଆମରଣ ଅନଶନରେ ବସିଛନ୍ତି ମହାକାଳପଡା ବ୍ଲକ ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି ଓଝା। ଦାବି ରହିଛି ମହାକାଳପଡା ବିଡିଓ ଓ ମହାକାଳପଡା ଥାନା ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଦଣ୍ଡ ଦେବା।
#BreakingNews 
#ChameliOjha 
#HungerStrike 
#LowerPMG 
#MasterCanteen 
#TikhiriSarapancha 
#MahakalapadaBDO 
#MahakalapadaIIC 
#MahakalapadaMLA 
#DurgaprasarnaNayak 
#CMOOdisha 
#MohanChMajhi 
#PanchayatrajMinister 
#RabiNaik 
#AustinNewsOdia 
#MahakalapadaNews 
#ChameliOjhaNews 
#HungerStrikeChameliOjha 
#HungerStrikeNews 
#OdishaNews 
#JusticeForChameliOjha
#AustinNewsOdisha

#ପାଞ୍ଚଦିନ_ହେଲା_ଅନଶନରେ_ଚାମେଲି #ବିଜେପିର_ମହିଳାଙ୍କୁ_ସମ୍ମାନ_ଅରଣ୍ୟ_ରୋଦନ_ସମାନ ଲୋୟର ପିଏମଜି ଗାନ୍ଧୀ ମାର୍ଗରେ ପାଞ୍ଚଦିନ ହେଲା ଆମରଣ ଅନଶନରେ ବସିଛନ୍ତି ମହାକାଳପଡା ବ୍ଲକ ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି ଓଝା। ଦାବି ରହିଛି ମହାକାଳପଡା ବିଡିଓ ଓ ମହାକାଳପଡା ଥାନା ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଦଣ୍ଡ ଦେବା। #BreakingNews #ChameliOjha #HungerStrike #LowerPMG #MasterCanteen #TikhiriSarapancha #MahakalapadaBDO #MahakalapadaIIC #MahakalapadaMLA #DurgaprasarnaNayak #CMOOdisha #MohanChMajhi #PanchayatrajMinister #RabiNaik #AustinNewsOdia #MahakalapadaNews #ChameliOjhaNews #HungerStrikeChameliOjha #HungerStrikeNews #OdishaNews #JusticeForChameliOjha #AustinNewsOdisha

Badachana, Jajpur | Jul 17, 2026