Public App Logo
Jansamasya
वायरलवीडियो
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana

ଡାବୁଗାଁ: ଦୁଲପୁର ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

Dabugan, Nabarangpur | Dec 3, 2025
ପାପଡାହାଣ୍ଡି ବ୍ଲକ ଦୁଲପୁର ସରକାରି ପ୍ରାଥମିକ ବିଦ୍ୟାଳୟରେ ଆଜି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି |ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରି ସୁଦୀପ୍ତ କୁମାର ଦାସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ବ୍ଲକର ଭିନ୍ନକ୍ଷମ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ | ସେମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରି ପରେ ମାନପତ୍ର ପ୍ରଦାନ କରାଯାଇଥିଲା | ଭିନ୍ନକ୍ଷମ ଶିଶୁ ମାନଙ୍କ ପ୍ରତି ସଚେତନତା ସମାବେଶି କରଣ ଓ ସସକ୍ତି କରଣ ନେଇ ଆଲୋଚନା ହୋଇଥିଲା | ସମସ୍ତ ଆଞ୍ଚଳିକ ସଂଯୋଜକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏଥିରେ ସହଯୋଗ କରିଥିଲେ |