Public App Logo
ରାୟଗଡା: ଟିକିରି ଥାନା ଅନ୍ତର୍ଗତ ଥୁଟିବର ନିକଟରେ ୪ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ୭୨୦୮ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ପ୍ରଶାସନ - Rayagada News