ପାରଳାଖେମୁଣ୍ଡି: ସମାଜସେବୀ ଜସ୍ମିନ୍ ଶେଖ ସମ୍ମାନିତ, ବେଷ୍ଟ ଅନର ସମ୍ମାନରେ ହେଲେ ସମ୍ମାନିତ
ବନ୍ଦେ ମାତରମ୍ ଟ୍ୟାଲେଣ୍ଟ ଡ୍ୟାନ୍ସ ଏକାଡେମି ଏବଂ ମହାଲକ୍ଷ୍ମୀ ହଲମାର୍କ ପକ୍ଷରୁ ସମାଜସେବୀ ଜସ୍ମିନ୍ ଶେଖଙ୍କୁ ସମ୍ମାନିତ କରାଯାଇଛି। ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ବେଷ୍ଟ ଅନର ଓ ସାର୍ଟିଫିକେଟ୍ ଅଫ୍ ଅନର ପ୍ରଦାନ କରାଯାଇଛି।