Public App Logo
Jansamasya
News
Bjp
National
Police
Bihar
बिहार
India
कांग्रेस
भाजपा
Congress
Modi
Delhi
Viral
Jharkhand
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
Uttarpradesh
Haryana
Uttarakhand
Crimenews
Aap

#Jeypore ଜୟପୁର : ସରକାରୀ ସମ୍ପତ୍ତି ହେରଫେର ମାମଲା । ଅଭୁଯୁକ୍ତ ପ୍ରସନ୍ନ କୁମାର ପାତ୍ରଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ହଜାର ଟଙ୍କାର ଆର୍ଥିକ ଜରିମାନା ପାଇଁ ନିର୍ଦେଶ ଦେଲେ ମାନ୍ୟବର CJM । ଏହି ମାମଲାରେ ୧୩ଜଣ ସାକ୍ଷ୍ୟ ଆଧାରରେ ମାନ୍ୟବର କୋର୍ଟ ଏହି ରାୟ ଦେଇଛନ୍ତି।ଏହି ମାମଲାରେ ସରକାରୀ ଓକିଲ ଭାବେ ଆଇନଜୀବୀ ଗୁପ୍ତେଶ୍ଵର ଗନ୍ତାୟତ ମାମଲା ପରିଚାଳନା କରିଥିଲେ।

Jeypore, Koraput | Jun 19, 2026