Public App Logo
Jansamasya
News
पुलिस
Bjp
National
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी

ବାରିପଦା ମ୍ୟୁନିସିପାଲଟି: ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି, ପ୍ରତିକ୍ରିୟା ଦେଲେ ପରିବାର ଲୋକେ

Baripada M, Mayurbhanj | Nov 29, 2025
ଶନିବାର ଦିନ ପ୍ରାୟ ୧୨ ଟାରେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଅଞ୍ଚଳର ମାଆ ମନ୍ଦାକିନୀ ପଳେଇ ଓ ପରିବାର ଲୋକ ରାହୁଲ ପଲେଇ ଅଭିଯୋଗ କରି ପ୍ରତିକ୍ରିୟା ରେ କହିଛନ୍ତି।