ବାରିପଦା ମ୍ୟୁନିସିପାଲଟି: ପୁରୁଣାପାଣି ଛକ ନିକଟରେ ଇଲେଟ୍ରୀକାଲ୍ସ ଦୋକାନରୁ ଚୋରି; ସିସିଟିଭି ଫୁଟେଜକୁ ଆଧାର କରି ପୋଲିସର ତଦନ୍ତ ଜାରୀ
ଖୁଣ୍ଟା ଥାନା ଅଧିନ ତଥା ଖୁଣ୍ଟା ବାଇପାସ ପୁରୁଣାପାଣି ଛକ ନିକଟରେ ଥିବା ପାୱାର ପଏଣ୍ଟ ନାମକ ଏକ ଇଲେଟ୍ରୀକାଲ୍ସ ଦୋକାନରୁ ଚ଼ୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।