Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Uttar_pradesh
Congress
Modi
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Karnataka
Aap

ମୋହନା: ବିରିକୋଟ ଗ୍ରାମ ସହ ଯୁବ ଓ ଧନୁପଦା ଗାଁ ଜଙ୍ଗଲ ରୂ ୪୨୦୦ ଲିଟର ପୋଚ ନଷ୍ଟ ସହ ୪୮୦ ଲିଟର ମହୁଲି ମଦ ଜବତ କଲା ଅବକାରୀ ବିଭାଗ।

Mohana, Gajapati | Sep 23, 2025
ଅବକାରୀ ବିଭାଗର ବଡ଼ ଧରଣର ଚଢାଉ, ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅବକାରୀ ମୋବାଇଲ୍ ୟୁନିଟ ଓ ମୋହନା ଅବକାରୀ ଟିମ୍ ର ମିଳିତ ଭାବେ ମୋହନା ବ୍ଲକ ଅନ୍ତର୍ଗତ ଯୁବ, ଧନୁପଦା ଓ ବିରିକୋଟ ଅଞ୍ଚଳରେ ଚଢାଉ କରି ୪୮୦ ଲିଟର ଦେଶୀ ମଦ ଜବତ କରିବା ସହ ଦୁଇ ଜଣ ଗିରଫ। ଯାହାକୁ ନେଇ ଆଜି ରାତ୍ର ୮ ଘଣ୍ଟ ସମୟରେ ଅବକାରୀ ବିଭାଗ ଅଧିକାରୀ ଦଣ୍ଡ ଶବର ସୂଚନା।
ମୋହନା: ବିରିକୋଟ ଗ୍ରାମ ସହ ଯୁବ ଓ ଧନୁପଦା ଗାଁ ଜଙ୍ଗଲ ରୂ ୪୨୦୦ ଲିଟର ପୋଚ ନଷ୍ଟ ସହ ୪୮୦ ଲିଟର ମହୁଲି ମଦ ଜବତ କଲା ଅବକାରୀ ବିଭାଗ। - Mohana News