Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

କେଗାଁଓ: ଆସନ୍ତା କାଲି ଗୋଲାମୁଣ୍ଡା ସବ୍ ଷ୍ଟେସନ୍ ର ବିଭିନ୍ନ ଜରୁରୀ କାର୍ଯ୍ୟ ପାଇ ସକାଳ 7ଟାରୁ 11ଟା ପର୍ଯ୍ୟନ୍ତ ବିଦୂତ ସେବା ବନ୍ଦ ନେଇ ସୂଚନା

Kegaon, Kalahandi | Sep 3, 2025
ଆଜି 3ତାରିଖ ବୁଧବାର ରାତ୍ରି8 ଟାରେ ଗୋଲାମୁଣ୍ଡା ବିଦୂତ ବିଭାଗ ରୁ ଏକ ସୂଚନା ଜାରି କରାଯାଇଛି ଯେ ଆସନ୍ତା କାଲି ଗୋଲାମୁଣ୍ଡା ସବ୍ ଷ୍ଟେସନ୍ ର ବିଭିନ୍ନ ଜରୁରୀ କାର୍ଯ୍ୟ ହେତୁ ସକାଳ 7ଟାରୁ 11ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ଅଞ୍ଚଳରେ ବିଦୂତ ସେବା ବନ୍ଦ ନେଇ ସୂଚନା