Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ଲାଞ୍ଜିଗଡ: ଜୟପାଟଣା ବ୍ଲକ ଭେଜିଗୁଡା ଠାରେ ଆୟୋଜିତ ପୋଢ ପୂଜା ପର୍ବ ସମ୍ପନ୍ନ

Lanjigarh, Kalahandi | Nov 2, 2025
ଗତ ଏକମାସ ଧରି ଜୟପାଟଣା ବ୍ଲକ ଅନ୍ତର୍ଗତ ଭେଜିଗୁଡା ଠାରେ ଚାଲିଥିବା ଆଦିବାସୀଙ୍କ ଆସ୍ଥା ଓ ବିଶ୍ବାସର ପୋଡ଼ ପୂଜା ପର୍ବ ରବିବାର ଅପରାହ୍ନରେ ସମ୍ପନ୍ନ ହେଇ ଯାଇଚି। ଦୀର୍ଘ ୪୨ ବର୍ଷ ପରେ ଗ୍ରାମବାସୀଙ୍କ ସହଯୋଗ ଏବଂ ଗ୍ରାମ ଦେବୀ ପୂଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପର୍ବ ସମ୍ପନ୍ନ ହେଇଯାଇଛି।