ରେଢ଼ାଖୋଲ ବନଖଣ୍ଡ ଖୋଲଗଡ ରିଜର୍ଭ ଫରେଷ୍ଟ ରେ ଶନିବାର ସକାଳେ ୭୬ ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି lଏହି ବନ ମହୋତ୍ସବରେ ଏସିଏଫ ମୈତ୍ରି ମଞ୍ଜିତ ବିଶ୍ୱାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ବିଧାୟକ ପ୍ରଶନ୍ନ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ଡ଼ିଏଫଓ ଡ଼ଃ ଏଲଭର୍ଶନ କେ, ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ, ବିଡ଼ିଓ ରାଜେନ୍ଦ୍ର ପ୍ରସାଦ ସେନାପତି ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।