କଳାହାଣ୍ଡି: ଭବାନୀପାଟଣାରେ ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆରମ୍ଭ
Kalahandi, Kalahandi | Oct 19, 2026
ଭବାନୀପାଟଣାରେ ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆରମ୍ଭ ହୋଇଛି। ଜେନା ଖାଲରୁ ଭୋର୍ ୫ଟାରେ ମା'ଙ୍କ ଛତର ବାହାରିଛି। ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ହୋଇଥିବାରୁ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି।