କଟକ ପୌରାଞ୍ଚଳ: କଟକ ଶୈଳବାଳା କଲେଜ ଛାତ୍ର ସଂସଦ ନିର୍ବାଚନ: ସଭାନେତ୍ରୀ ଭାବେ ପ୍ରଜ୍ଞା ପାରମିତା ନାୟକ ନିର୍ବାଚିତ
କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରେ ସମ୍ପନ୍ନ ହୋଇଛି ଛାତ୍ର ସଂସଦ ନିର୍ବାଚନ। କଲେଜ କର୍ତ୍ତୃପକ୍ଷଙ୍କ ଘୋଷଣା ଅନୁସାରେ, ପ୍ରଜ୍ଞା ପାରମିତା ନାୟକ ସଭାନେତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି।