Public App Logo
Jansamasya
News
���ुलिस
Bjp
National
Bihar
���ीजेपी
���िधायक
Congress
Modi
Delhi
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Uttarpradesh
���ादी
Crimenews
Aap
Indore
Bareilly

ଚିକିଟିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Chikiti, Ganjam | Nov 29, 2025
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ସୌଜନ୍ୟତାରେ ପାତ୍ରପୁର ବ୍ଳକ ପ୍ରଶାସନ ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୫ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ 11.30 ସମୟରେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । କାର୍ଯ୍ୟକ୍ରମ ରେ ସର୍ବମୋଟ ୧୨୮ ଜଣ ଭିନ୍ନକ୍ଷମଙ୍କ ପଞ୍ଜିକରଣ ହୋଇଥିବା ବେଳେ ୬ ଜଣ ଭିନ୍ନକ୍ଷମ ଙ୍କୁ ଅତିଥି ମାନଙ୍କ ଦ୍ବାରା ଦିବ୍ୟାଙ୍ଗ ସରଞ୍ଜାମ ପ୍ରଦାନ କରଯାଇଥିଲା l ୪୦ ଜଣ ଭିନ୍ନକ୍ଷମଙ୍କୁ ସରଞାମ ବଣ୍ଟନ ପାଇଁ ଚିହ୍ନଟ କରିଥିଲେ |

MORE NEWS

No related stories for this location.

ଚିକିଟିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ - Chikiti News