ପାରଳାଖେମୁଣ୍ଡି: ସେବା ପଖୱାଡା ଅବସରରେ ଏସ୍କେସିଜି କଲେଜ ନିକଟରେ ବୃକ୍ଷରୋପଣ
ସେବା ପଖୱାଡା ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଏସ୍କେସିଜି କଲେଜ ନିକଟରେ ମାଇ ଭାରତ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଏନସିସି ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରି ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେଇଛନ୍ତି ।