ଖରିଆର: ଖଡ଼ିଆଳ: ସାମ୍ବାଦିକ ରବିକାନ୍ତ ଠେଲାଙ୍କ ଗଙ୍ଗା ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେଲେ ଲମ୍ବୋଦର ଧରୁଆ
ନୂଆପଡା ଜିଲ୍ଲା ଖଡ଼ିଆଳରେ ଆୟୋଜିତ ସାମ୍ବାଦିକ ରବିକାନ୍ତ ଠେଲାଙ୍କ ଗଙ୍ଗା ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲମ୍ବୋଦର ଧରୁଆ। ସେ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।