ଓରିଏଣ୍ଟ: ଭୀମଜୋର ପଞ୍ଚାୟତର ବୁଡାପଡା ଗ୍ରାମ ଠାରେ ରାହାସ ପୁର୍ଣିମା ଯାତ୍ରା ଉପଲକ୍ଷେ ଫୁଟବଲ୍ ଟୁର୍ଣାମେଣ୍ଟ ଅନୁଷ୍ଠିତ, ଯୋଗଦେଲେ ଝାରସୁଗୁଡା ବିଧାୟକ
ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଅନ୍ତର୍ଗତ ଭୀମଜୋର ଗ୍ରାମପଞ୍ଚାୟତ ର ବୁଡାପଡା ଗ୍ରାମ ଠାରେ ରାହାସ ପୁର୍ଣିମା ଯାତ୍ରା ଉପଲକ୍ଷେ ଫୁଟବଲ୍ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ସନ୍ଧ୍ୟା ପାଞ୍ଚଟା ସମୟରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦାନ କରି ବିଜୟୀ ଦଳକୁ ପୁରସ୍କୃତ କରିଥିଲେ। ଉଭୟ ଦଳର ଖେଳାଳିଙ୍କ ପ୍ରତିଭାକୁ ପ୍ରସଂଶା କରିଥିଲେ ଝାରସୁଗୁଡା ବିଧାୟକ। ଏହା ସହିତ ଭୀମଜୋର ପଞ୍ଚାୟତ ର ବୁଡାପଡା ଗ୍ରାମ ଠାରେ ଆୟୋଜିତ ରାହାସ ପୁର୍ଣିମା ଯାତ୍ରା ରେ ଯୋଗ ଦେଇ ଭଗବାନ ଙ୍କ ନିକଟରେ ସମସ୍ତ ଗ୍ରାମବାସୀଙ୍କ ଉତ୍ତମ