Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
Crimenews
Bareilly
Breaking
Election
Politics
उत्तराखंड

ଉମରକୋଟ: ମଝିଆ ଗ୍ରାମରେ ପାରମ୍ପରିକ ବଉଲାନି ଯାତ୍ରା

Umarkote, Nabarangpur | Dec 18, 2025
ତା -18.12.2025ରିଖ ସ୍ଥାନ - ଉମରକୋଟ ବକଡା ବେଡା ପଞ୍ଚାୟତର ମାଝିଆ ଗ୍ରାମରେ ତିନି ବର୍ଷରେ ଥରେ ହେଉଥିବା ପାରମ୍ପରିକ “ବଉଳାନୀ ଯାତ୍ରା” ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ଗ୍ରାମବାସୀମାନେ ଯାହା ମାନସିକ କରିଥାନ୍ତି, ସେହି ମାନସିକ ପୂରଣ କରିବା ପାଇଁ ଏହି ଯାତ୍ରାରେ ଦାନ ଓ ପୂଜା ଅର୍ପଣ କରିଥାନ୍ତି। ଗାଁର ଗାଈ-ଗୋରୁ, ଚାଷବାସ, ପିଲାଛୁଆ ସହ ସମସ୍ତ ଗ୍ରାମବାସୀଙ୍କ ଶାରୀରିକ ଓ ମାନସିକ ସୁସ୍ଥତା କାମନାରେ ଏହି ପୂଜା ଆୟୋଜିତ ହୁଏ। ତିନି ଦିନ ଧରି ମାଝିଆ ଗ୍ରାମର ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ସମସ୍ତ ଦେବାଦେବୀଙ୍କୁ ସ୍ଥାପନ କରି ବିଧିବଦ୍ଧ ପୂଜା କରାଯାଇଥିଲା। ଶେଷ ଦିନରେ ନ

MORE NEWS