Public App Logo
Jansamasya
Haryana
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
���ोगी_आदित्यनाथ
Sonunigam
Arvindkejriwal
Rajasthannews
Rahul
Indianews
���ंगाल
Gwaliornews
New_delhi
���िल्ली_मेट्रो
Newsupdate
���निका

ନର୍ଲା: ନର୍ଲା ବ୍ଳକ୍ ନୂତନ କଂଗ୍ରେସ୍ ସଭାପତି ଭାବରେ ଚୁଲମଣି ଗୋଉଡ଼ିଆ ଚୟନ କର୍ମୀ ପକ୍ଷରୁ ଭବ୍ୟ ସ୍ଵାଗତ ଓ ସମର୍ଦ୍ଧନା

Narala, Kalahandi | Jan 18, 2026
ଆଜି ରବିବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରେ ନର୍ଲା ସ୍ଥିତ ଚା ରିଛକ ନିକଟରେ ଥିବା କଂଗ୍ରେସ୍ ଭବନ ଠାରେ ପିସିସି ସଭାପତି ଭକ୍ତ ଦାଶ ଙ୍କ ନେତୃତ୍ୱରେ ନର୍ଲା ବ୍ଲକ ନୂତନ କଂଗ୍ରେସ୍ ସଭାପତି ଚୂଳମଣି ଗୋଉଡିଆ ଙ୍କୁ ଚୟନ କରିଥିବା ଯୋଗୁଁ କର୍ମୀ ପକ୍ଷରୁ ଭବ୍ୟ ସ୍ଵାଗତ ଓ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ନର୍ଲା: ନର୍ଲା ବ୍ଳକ୍ ନୂତନ କଂଗ୍ରେସ୍ ସଭାପତି ଭାବରେ ଚୁଲମଣି ଗୋଉଡ଼ିଆ ଚୟନ କର୍ମୀ ପକ୍ଷରୁ ଭବ୍ୟ ସ୍ଵାଗତ ଓ ସମର୍ଦ୍ଧନା - Narala News