ରାଉରକେଲା ବନଖଣ୍ଡ ଅନ୍ତର୍ଗତ ବୀରମିତ୍ରପୁର ବନାଞ୍ଚଳର ହାତୀବାରି ସେକ୍ସନ୍ର ଜାହାଡିଟୋଲିଠାରେ ଜଙ୍ଗଲ ନିଆଁ ନିବାରଣ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଜାହାଡିଟୋଲି ଛକ ଠାରୁ ପୁରୁଣାପାଣି ଟାଉନ୍ସିପ୍ ପର୍ଯ୍ୟନ୍ତ ଫ୍ଲାସ୍ କାର୍ଡ ଧରି ବିଭିନ୍ନ ଲୋକଙ୍କୁ ସଚେତନ କରାଯାଇଥିଲା।ପରେ ସାପ୍ତାହିକ ହାଟରେ ପରିବା ଚାଷୀଠାରୁ ଆରମ୍ଭ କରି ସମସ୍ତଙ୍କୁ ଲିଫ୍ଲେଟ୍ ବଣ୍ଟନ କରାଯାଇଥିଲା। ଏଥିରେ କୀର୍ତ୍ତି ମହନ୍ତ, ସୁଶୀଲ କେରକେଟା ଓ ଆ