ରାୟଗଡା: ଆସନ୍ତାକାଲି ଅର୍ଥାତ ସୋମବାର ଦିନ ବିଜୁଳି ଘଡ଼ଘଡ଼ି ସହ ବଜ୍ରପାତ ନେଇ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କଲା ପାଣିପାଗ ବିଭାଗ
Rayagada, Rayagada | Sep 14, 2025
ଆସନ୍ତାକାଲି ଅର୍ଥାତ ସୋମବାର ଦିନ ରାୟଗଡା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବଜ୍ରପାତ ନେଇ ରବିବାର ଅପରାହ୍ନରେ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି...