Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

କବିସୂର୍ଯ୍ୟନଗର: ଲଛିପୁର ନିକଟରୁ ଚୋରା ମଦ ଜବତ ସହ ଜଣକୁ ଗିରଫ କଲା ବେଗୁନିଆପଡା ପୋଲିସ

Kabisuryanagar, Ganjam | Jan 10, 2026
ବେଗୁନିଆପଡା ଥାନା ଅନ୍ତର୍ଗତ ଲଛିପୁର ନିକଟରେ ଚୋରା ମଦ ବିକ୍ରି କରୁଥିବା ସମୟରେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ସାଙ୍କୁଡ଼ା ଦାସ ସାହିର ବଂଶୀ ଦାସ ଙ୍କ ପୁଅ କାଳିଆ ଦାସ ଚୋରା ମଦ ବିକ୍ରି କରୁଥିବା ସମୟରେ ପୋଲିସ ଚଢ଼ାଉ କରିଥିଲା। ତାଙ୍କ ନିକଟରୁ 52 ଲିଟର ଚୋରା ମଦ ଜବତ କରିଥିଲା । କାଳିଆ ଙ୍କୁ ଗିରଫ କରିଵା ସହ ମାମଲା ରୁଜୁ କରିଥିବା ଶନିବାର ସନ୍ଧ୍ୟା 7 ଘଣ୍ଟ ସମୟରେ ପୋଲିସ ପକ୍ଷରୁ ସୂଚନା ମିଳିଛି ।