ରାଉରକେଲା :- ଦିିବ୍ଯ ଜୀବନ ସଂଘ ଇସ୍ପାତ ନଗରୀ ଶାଖା, ଶିବାନନ୍ଦ ଆଶ୍ରମ Qr. No.:- ସି/63, ସେକ୍ଟର- 07 , ରାଉରକେଲା
ଓମ୍ ନମୋ ଭଗବତେ ଶିବାନନ୍ଦାୟ।
ଓମ୍ ନମୋ ଭଗବତେ ଚିଦାନନ୍ଦାୟ।
ଓମ୍ ନମୋ ଭଗବତେ କୃଷ୍ଣାନନ୍ଦାୟ।
ପରମପୁଜ୍ଯ ସ୍ବାମୀ ଆଚାର୍ଯ୍ଯ ପ୍ରଣବ ଚୈତନ୍ଯଜୀ ମହାରାଜଙ୍କ ଦ୍ବାରା ଶ୍ରୀମଦ୍ ଭଗବତ ଗୀତା 15 ତମ ଅଧ୍ୟାୟ ଅଭ୍ୟାସ, ଉଚ୍ଚାରଣ ଏବଂ ପ୍ରବଚନ ଚାଳୁଛି ।
ତାରିଖ:- ୧୫/୧୧/୨୦୨୬(ରବିବାର)ରୁ ୨୧/୧୧/୨୦୨୬(ଶନିବାର) ପ୍ରତିଦିନ ସନ୍ଧ୍ୟା ସମୟ ୬.୩୦ ରୁ ରାତି ୮.୩୦ ପର୍ଯ୍ୟନ୍ତ ଶିବାନନ୍ଦ ଆଶ୍ରମ C/୬୩, ସେକ୍ଟର -୭ ରେ ଅନୁଷ୍ଠିତ ହେଉଛି। କାର୍ତ୍ତିକ ମାସର ପବିତ୍ର ମାସରେ ଜପର ସଠିକ୍ ଉପାୟ ଜାଣିବା ଏବଂ ଅମୃତ କଥା ଶୁଣିବା ପାଇଁ ଏହା ଆମ ସମସ୍ତଙ୍କ ପାଇଁ ଏକ ଅନନ୍ୟ ସୁଯୋଗ ହେବ। ତେଣୁ କାର୍ଯ୍ୟକ୍ରମର ଲାଭ ଉଠାଇବା ପାଇଁ ଭକ୍ତମାନଙ୍କୁ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ଅନୁରୋଧ କରାଯାଇଛି।
Ardhendu Saraangi(PRESIDENT)
Narasinha Ratha(TREASURER)
Bijaya Kumar Maharana(SECRETARY)
Rabi Narayan Panda (MEMBERSHIP)
Giridhari Swain
Alekh Chandra Moharana
Rabi Narayan Mohanty
Sarada Prasad Mohanty
Samanta Jena
Urmila Das
Lakshmi Dehury
Manjubala Swain
Satyabati Sathu
Raurkela M, Sundargarh | Nov 17, 2026