ନୟାଗଡ ସଦର: ବେଲପଡା ପାଟଣା ଗ୍ରାମରେ ଥିବା ଏଆରଟେଲ ଟାୱାରରୁ ବ୍ୟାଟିର ଚୋରିକରି ଜଣେ କୋର୍ଟଚାଲାଣ
ନୟାଗଡ ଜିଲ୍ଲା ଗଣିଆ ଥାନା ବେଲପଡ଼ାପାଟଣା ଗ୍ରାମରେ ଥିବା ଏଆରଟେଲ ଟାୱାରରୁ ଚଳିତ ମାସ ୬ ତାରିଖରେ ସlତଟି ବ୍ୟାଟେରୀ ଚୋରି ହୋଇଥିବା ଗତ ୮.୯. ୨୫ତାରିଖ ଦିନ ଗଣିଆ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ଅଭିଯୋଗକୁ ଭିତ୍ତିକରି ଗଣିଆ ଥାନା ଅଧିକାରୀ ଆଜି 4ଘଟିକା ସମୟ ରେ ମାମଲା ରୁଜୁ କରିବା ସହିତ ଜଣକୁ ଗିରଫ କରି କୋଟ ଚାଲାଣ କରିଛନ୍ତି